ଭୁବନେଶ୍ବରର ଏପରି ଏକ ସ୍ବତନ୍ତ୍ର ମନ୍ଦିର ରହିଛି, ଯେଉଁଠି ଗଣେଶ ନାରୀ ରୂପେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ବାହନ ରୂପେ ମୂଷା ବଦଳରେ ଗଧ ଉପରେ ବିରାଜିଥାନ୍ତି ଭଗବାନ ।