Surprise Me!

ଗଭୀର ଅବପାତର ରୂପ ନେଲା ଲଘୁଚାପ: 7 ଜିଲ୍ଲାକୁ ରେଡ୍‌, 16 ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

2025-10-02 6 Dailymotion

ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇଥିବା ବେଳେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ 7 ଜିଲ୍ଲାକୁ ରେଡ୍ ଏବଂ 16 ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।

Buy Now on CodeCanyon