କେନ୍ଦ୍ରାପଡା ଜିଲ୍ଲାର ଉପାନ୍ତ ରାଜନଗର ଅଞ୍ଚଳରେ ରାଜାଙ୍କ ଶାସନ କାଳରୁ ଚାଲିଆସୁଥିବା ରୀତିନୀତି ଅନୁଯାୟୀ ବିସର୍ଜନ ଉତ୍ସବ ନିଆରା ଢଙ୍ଗରେ ଅନୁଷ୍ଠିତ ହୋଇଯାଇଛି ।