କଟକରେ ଦେବୀ ଦୁର୍ଗାଙ୍କ ଭସାଣି ଶୋଭାଯାତ୍ରା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ଢେଲା, ପଥର ଓ କାଚ ବୋତଲ ମାଡ଼ ହୋଇଛି। ରାପିଡ ଆକ୍ସନ ଫୋର୍ସ(RAF) ଏବଂ ସିଆରପିଏଫ(CRPF) ମୁତୟନ ହୋଇଛନ୍ତି।