ହୀରାକୁଦରେ 'ପଞ୍ଜୁରୀ ମାଛ ଚାଷ ସାଧାରଣ ସୁବିଧା କେନ୍ଦ୍ର, ଦ୍ବିଗୁଣିତ ହେବ ମତ୍ସ୍ୟ ଉତ୍ପାଦନ'
2025-10-04 1 Dailymotion
107 କୋଟି ଟଙ୍କା ବ୍ୟୟରେ ନିର୍ମିତ କେନ୍ଦ୍ରକୁ ଉଦଘାଟନ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟରେ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ସହ ଉପକୃତ ହେବେ 10,000 ଲୋକ ।