ଗତ 2 ତାରିଖରେ ମାନସିକ ବିକୃତ ମହିଳାଙ୍କୁ ଅପହରଣ କରିନେଇଥିଲା ଅଭିଯୁକ୍ତ ଟ୍ରକ ଡ୍ରାଇଭର । ମହିଳାଙ୍କୁ ଉଦ୍ଧାର କରିବା ସହିତ ଅପହରଣକାରୀକୁ ଗିରଫ କରିଛି ପୋଲିସ ।