ଲଘୁଚାପ ଜନିତ ଅବିଶ୍ରାନ୍ତ ବର୍ଷା ଯୋଗୁଁ ଗଜପତି ଜିଲ୍ଲାରେ କେଉଁଠି ଭୂସ୍ଖଳନ ତ କେଉଁଠି ବନ୍ୟା ସ୍ଥିତି । ପୁଣି ଆସନ୍ତା 9 ତାରିଖରୁ ବର୍ଷା ନେଇ ପାଣିପାଗ ବିଭାଗର ସୂଚନା ।