ଦିନକ ପରେ ଗଜଲକ୍ଷ୍ମୀ ପୂଜା । ମା'ଙ୍କୁ ଶେଷ ସ୍ପର୍ଶ ଦେବାରେ ନିମଗ୍ନ ଶିଳ୍ପୀ । କେବଳ ଅପେକ୍ଷା ମା' ଧନଦାତ୍ରୀଙ୍କ ଆଗମନକୁ।