Surprise Me!

'ଆମ ବସ' ଭିତରେ ପଶି କଟୁରୀରେ ଯାତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ, 5 ଗୁରୁତର

2025-10-07 7 Dailymotion

ପୁରୀ ଜିଲ୍ଲା କଣାସ ଅଞ୍ଚଳରେ ସକାଳୁ ଘଟିଯାଇଛି ଅଭାବନୀୟ ଘଟଣା । ଜଣେ ଯୁବକ ବସ ଭିତରେ ପଶି 4 ଜଣ ଯାତ୍ରୀଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା ।

Buy Now on CodeCanyon