ଅନୁଗୋଳ ବନଖଣ୍ଡରେ ମହାବଳ ଭୟ । ସନ୍ଧ୍ୟା ହେଲେ ଘରୁ ବାହାରୁ ନାହାନ୍ତି ଲୋକେ । ନଜର ରଖିଛି ବନ ବିଭାଗର ସ୍ୱତନ୍ତ୍ର ଟିମ୍ ।