Surprise Me!

ସକିଲାଙ୍କୁ ପରିଚୟ ଦେଲା କ୍ରୋସେଟ: ଗିନିଜ ୱାଲର୍ଡ ରେକର୍ଡରେ ସ୍ଥାନ, 1000 ମହିଳାଙ୍କୁ କରିଛନ୍ତି ସ୍ବାବଲମ୍ବୀ

2025-10-08 132 Dailymotion

ବଲାଙ୍ଗୀର କ୍ରୋସେଟ କୁଇନ ସକିଲା ବାନୋ । ଉଲ୍ ସାମଗ୍ରୀ ତିଆରି କରି ଦୁଇ ଥର ହାତେଇଛନ୍ତି ଗିନିଜ ୱାଲର୍ଡ ରେକର୍ଡ । ବର୍ଷକୁ ରୋଜଗାର 10,00000 ଟଙ୍କାରୁ ଅଧିକ ।

Buy Now on CodeCanyon