କେନ୍ଦ୍ରାପଡାର ପୁରୁଣା ବସଷ୍ଟାଣ୍ଡ ଥାନପତିରେ କୁମାରୀ ରୂପେ ପାଆନ୍ତି ପୂଜା ଗଜଲକ୍ଷ୍ମୀ । 100 ବର୍ଷ ହେଲା ଆୟୋଜନ ହେଉଛି ଲକ୍ଷ୍ମୀ ପୂଜା ।