ବସ୍ଷ୍ଟାଣ୍ଡର ନିର୍ମାଣ ସରିବା ପରେ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରୁନି । ଯାତାୟାତ ପାଇଁ ନାନଦି ସମସ୍ୟାର ସମ୍ମୁଖୀନ ହେଉଛନ୍ତି କେନ୍ଦ୍ରାପଡ଼ା ବାସିନ୍ଦା ।