Surprise Me!

ଆସନ୍ତା ୨୧ରୁ ଓପିଡିରେ କଳା ପୋଷାକ ପିନ୍ଧିବେ, ନଭେମ୍ବର ୩ରୁ ସରକାରୀ କାର୍ଯ୍ୟକ୍ରମ ବର୍ଜନ କରିବେ ଡାକ୍ତର: ଓମସା

2025-10-10 0 Dailymotion

ମୁଖ୍ୟମନ୍ତ୍ରୀ ମୋହନ ମାଝି ଡାକ୍ତରଙ୍କ ଦାବି ଯୁକ୍ତିଯୁକ୍ତ ବୋଲି କହିବା ସହ ତୁରନ୍ତ ଏହାକୁ ପୂରଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ହେଲେ ଆଜିଯାଏ କୌଣସି ଦାବି ପୂରଣ କରିନାହାଁନ୍ତି ।

Buy Now on CodeCanyon