ବ୍ରହ୍ମପୁରର ଆଇନଜୀବୀ ତଥା ରାଜନେତା ପୀତବାସ ପଣ୍ଡା ହତ୍ୟା ମାମଲାରେ ପୁଅ ସ୍ବରୂପଙ୍କ ପ୍ରତିକ୍ରିୟା । 'ବାପା ସର୍ବଦା ନ୍ୟାୟ ପାଇଁ ଲଢୁଥିଲେ । ମୋ ବାପାଙ୍କୁ ନ୍ୟାୟ ଦିଅନ୍ତୁ ।’