ରାଜଧାନୀ ରାଜରାସ୍ତାରେ ଅବାଧରେ ବୁଲୁଛନ୍ତି ଗାଈଗୋରୁ; ମେୟର କହିଲେ, ଗୋଶାଳାକୁ ଉଠାଇଲେ ହେଉଛି ଆକ୍ରମଣ
2025-10-10 0 Dailymotion
ଭୁବନେଶ୍ବରରେ ଏବେ ୬ଟି ଗୋଶାଳାରେ ୩ ହଜାରରୁ ଅଧିକ ଗାଈଗୋରୁ ଅଛନ୍ତି। ଏଠାରେ ଗାଈଗୋରୁମାନେ କିଭଳି ସୁରକ୍ଷିତ ରହିବେ, ତାଙ୍କର ଖାଇବା ଠାରୁ ସ୍ୱାସ୍ଥ୍ୟାବସ୍ଥା ପର୍ଯ୍ୟନ୍ତ ସବୁ ଦାୟିତ୍ୱ ନେଉଛି ବିଏମସି ।