ଆଜି ବିଶ୍ବ ମାନସିକ ସ୍ୱାସ୍ଥ୍ୟ ଦିବସ । ମାନସିକ ସ୍ବାସ୍ଥ୍ୟ ବିଷୟରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ପ୍ରତିବର୍ଷ ଅକ୍ଟୋବର 10 ତାରିଖରେ ଏହି ଦିବସ ପାଳନ କରାଯାଉଛି ।