ବିଜେଡି ଛାଡ଼ି ବିଜେପି ଶିବିରରେ ପୂର୍ବତନ ନୂଆପଡ଼ା BJD ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ। ଉପନିର୍ବାଚନରେ BJP ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା।