କେନ୍ଦ୍ରାପଡ଼ା ଗଜଲକ୍ଷ୍ମୀ ପୂଜା ଭଷାଣ ପାଇଁ ବ୍ୟାପକ ପ୍ରସ୍ତୁତି, 30 ପ୍ଲାଟୁନ ଫୋର୍ସ ସହ AI କ୍ୟାମେରା ରଖିବ ନଜର
2025-10-12 1 Dailymotion
ପ୍ରତ୍ୟେକ ମେଢ଼ରେ କିଛି କର୍ମକର୍ତ୍ତାମାନଙ୍କ ନାଁ ଦେବାକୁ କୁହାଯାଇଛି। ସେମାନେ ମୁଖ୍ୟତଃ ଭଷାଣ ଉତ୍ସବରେ କିପରି ସମୟ ଅନୁସାରେ ସେମାନଙ୍କ ମେଢ଼କୁ ନେବେ ସେଥିପାଇଁ ସେମାନେ ଉତ୍ତରଦାୟୀ ରହିବେ।