ଅନୁଗୋଳର 4ଟି ପଞ୍ଚାୟତରେ ହାତୀପଲଙ୍କ ଆତଙ୍କରାଜ । ସନ୍ଧ୍ୟା ହେଲେ ହେଉଛନ୍ତି ଗାଁ ମୁହାଁ ଏବଂ ଖାଉଛନ୍ତି ଧାନ ଭାଙ୍ଗୁଛନ୍ତି ଘର । ଚିନ୍ତାରେ ଗ୍ରାମବାସୀଙ୍କ ସହ ବନ ବିଭାଗ ।