Surprise Me!

ବ୍ରହ୍ମପୁରର ସତ କାହାଣୀକୁ ନେଇ ଆସୁଛି ଫିଲ୍ମ 'ଲଢେଇ'; ଟ୍ରେଲର ରିଲିଜ, ଏହି ଦିନ ପରଦାକୁ ଆସିବ

2025-10-13 4 Dailymotion

ବ୍ରହ୍ମପୁରର ଏକ ଗ୍ୟାଙ୍ଗଷ୍ଟାରର କାହାଣୀକୁ ନେଇ ଆସୁଛି ଓଡ଼ିଆ ଫିଲ୍ମ 'ଲଢେଇ' । ଟ୍ରେଲର ରିଲିଜ ହୋଇଛି । ଦୀପାବଳିରେ ପରଦାକୁ ଆସିବ ଫିଲ୍ମ ।

Buy Now on CodeCanyon