Surprise Me!

ଦୁର୍ଗାପୁର ପୀଡିତାଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ, ଶିକ୍ଷାର ସୁବନ୍ଦୋବସ୍ତ ପାଇଁ ଦେଲେ ପ୍ରତିଶ୍ରୁତି

2025-10-14 3 Dailymotion

ସୋମବାର ବିଳମ୍ବିତ ସନ୍ଧ୍ୟାରେ ପ୍ରାୟ 10 ମିନିଟ୍‌ ଧରି ମୁଖ୍ୟମନ୍ତ୍ରୀ ପୀଡିତା ଓ ତାଙ୍କ ମା’ଙ୍କ ସହ କଥା ହୋଇଥିଲେ । ଦୋଷୀକୁ ଦଣ୍ଡ ଦେବାକୁ ପ୍ରତିଶ୍ରୁତି ସହ ଧର୍ଯ୍ୟ ରଖିବାକୁ କହିଲେ

Buy Now on CodeCanyon