କଟକ ସହରର ଭାଇଚାରା ଚେହେରାରେ ଲାଗି ଥିବା ଦାଗକୁ ଲିଭାଇ ପୁଣି ଥରେ ଏହାର ପୁନର୍ଗଠନ ପାଇଁ ଉଦ୍ୟମ କରାଯିବ ବୋଲି ସର୍ବ ସମ୍ମତି କ୍ରମେ ପ୍ରସ୍ତାବ ପାରିତ।