ଶ୍ରୀମନ୍ଦିର ସୁରକ୍ଷାରେ ଲାଗିବ ଆଣ୍ଟି ଡ୍ରୋନ ଟେକ୍ନୋଲୋଜି ଓ ଏଆଇ କ୍ୟାମେରା । ଭିଡ଼ ନିୟନ୍ତ୍ରଣ ପାଇଁ ନୂତନ ଜ୍ଞାନ କୌଶଳର ହେବ ବ୍ୟବହାର ।