Surprise Me!

କିପରି ବଢିବ ଓଡି଼ଶୀ ନୃତ୍ୟର ମାନ, କ'ଣ କୁହନ୍ତି ନୃତ୍ୟଗୁରୁ ପଦ୍ମଶ୍ରୀ ଦୁର୍ଗାଚରଣ ରଣବୀର?

2025-10-14 2 Dailymotion

୭୫ ବର୍ଷ ବୟସରେ ମଞ୍ଚରେ ଓଡିଶୀ ନୃତ୍ୟର ପରିବେଷଣ ଜାରି ରଖିଛନ୍ତି ଦୁର୍ଗାଚରଣ ରଣବୀର । ଚଳିତବର୍ଷ କେନ୍ଦ୍ର ସରକାରଙ୍କ ପକ୍ଷରୁ ତାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।

Buy Now on CodeCanyon