Surprise Me!

'ବାସ୍ତବ' ସହ ଓଲିଉଡରେ ଡେବ୍ୟୁ କରିବେ ତୁଷାର ବେଦୀ, ଏହି ଦିନ ହେବ ରିଲିଜ

2025-10-14 1 Dailymotion

ପରଦାକୁ ଆସୁଛି ନୂଆ ଓଡ଼ିଆ ଫିଲ୍ମ 'ବାସ୍ତବ' । ଓଲିଉଡରେ ଡେବ୍ୟୁ କରିବେ 'ଆନିମଲ' ଅଭିନେତା ତୁଷାର ବେଦୀ । ଫିଲ୍ମର ରିଲିଜ ତାରିଖ ଘୋଷଣା । ଜାଣନ୍ତୁ କେବେ ?

Buy Now on CodeCanyon