1100 ଜଣ ମହିଳାଙ୍କୁ କାର କିଣିବାକୁ 10 ଲକ୍ଷ ଋଣ ଦେବେ ସରକାର । ଋଣ ସୁଝିବାକୁ ରିହାତି ମିଳିବ । ମହିଳାଙ୍କୁ ସଶକ୍ତ କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ ।