ପୋଲିସ ଅଧିକାରୀ ପୂରନ କୁମାରଙ୍କୁ ନ୍ୟାୟ ପ୍ରଦାନ ନେଇ ଦାବି କରିଛି ଓଡିଶା କଂଗ୍ରେସ । ଏନେଇ କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ଦାବି କରାଯାଇଛି ।