Surprise Me!

ଜମୁଛି ମୂର୍ତ୍ତିକା ମେଳା, ଅଢେଇ ଲକ୍ଷର ନନ୍ଦିଘୋଷ ବଖାଣୁଛି ନବକଳେବର କାହାଣୀ

2025-10-15 38 Dailymotion

ରାଜଧାନୀରେ ଚାଲିଛି ବାର୍ଷିକ ଟେରାକୋଟା ପ୍ରଦର୍ଶନୀ 'ମୃତ୍ତିକା'- ୨୦୨୫” । ଶିଳ୍ପୀ ସରୋଜ କୁମାରଙ୍କ ଦ୍ୱାରା ମାଟିରେ ତିଆରି ୮ ଫୁଟ ଉଚ୍ଚର ନନ୍ଦିଘୋଷ ରଥ ନିକଟରେ ଗ୍ରାହକଙ୍କ ଭିଡ ।

Buy Now on CodeCanyon