କମିଲା GST, ବଢ଼ିଲା ବିକ୍ରି: ସେପ୍ଟେମ୍ବରରେ ଓଡ଼ିଶାରେ ଟ୍ରାକ୍ଟର ବିକ୍ରିରେ ଐତିହାସିକ ରେକର୍ଡ
2025-10-15 2 Dailymotion
ଜିଏସଟି ସଂସ୍କାର ପରେ ଓଡ଼ିଶାରେ ବଢ଼ିଛି ଟ୍ରାକ୍ଟର ବିକ୍ରି । ଗତ ସେପ୍ଟେମ୍ବର ମାସରେ ରାଜ୍ୟରେ 1130 ଟ୍ରାକ୍ଟର ଟ୍ରାକ୍ଟର ବିକ୍ରି ହୋଇଛି, ଯାହାକି ସର୍ବକାଳୀନ ରେକର୍ଡ ।