Surprise Me!

ପୁଣି ଇସ୍କନର ମନମାନି; ବିବାଦ ସତ୍ତ୍ୱେ ପାଳିଲା ଅଦିନିଆ ରଥଯାତ୍ରା, ସେବାୟତଙ୍କ କାର୍ଯ୍ୟାନୁଷ୍ଠାନ ଦାବି

2025-10-15 6 Dailymotion

ବାରମ୍ବାର ବିରୋଧ ପରେ ବି ସୁଧୁରୁନି ଇସ୍କନ । ଋଷିକେଶରେ ପାଳନ ହେଲା ଅଦିନିଆ ରଥଯାତ୍ରା । କଡା ବିରୋଧ ସହ କାର୍ଯ୍ୟାନୁଷ୍ଠାନ ଦାବି କଲେ ଭକ୍ତ ଓ ସେବାୟତ ।

Buy Now on CodeCanyon