ସମ୍ୱଲପୁରୀ ପୋଷାକ ପିନ୍ଧି ଆନ୍ତର୍ଜାତୀୟ ଫ୍ୟାସନ ଶୋ ପ୍ରତିଯୋଗିତାରେ ଚମକିଲେ ଓଡ଼ିଆ ପୁଅ ଅସ୍ମିତ ସାହୁ । 50 ପ୍ରତିଯୋଗୀଙ୍କୁ ପଛରେ ପକାଇ ହାତେଇଲେ ଚାମ୍ପିଆନ ଟ୍ରଫି ।