ମାଓବାଦୀ ନାଁରେ ଟଙ୍କା ପାଇଁ ଘରକୁ ଆସିଲା ଚିଠି । ଜୀବନ ଭୟରେ ଥାନାର ଦ୍ବାରସ୍ଥ ହୋଇଥିଲେ ଅଭିଯୋଗକାରୀ । ପରେ ଜଣାପଡିଲା ସବୁ ପୁଅର କରାମତି ।