ଦୀପାବଳିକୁ ନେଇ ଉଠିଥିବା ଦ୍ବନ୍ଦ୍ବରେ ପଡ଼ିଲା ଯବନିକା । ଆସନ୍ତା ୨୦ ତାରିଖରେ ଦୀପାବଳି ପାଳନ ନେଇ ସୂଚନା ଦେଲେ ମୁକ୍ତି ମଣ୍ଡପ ପଣ୍ଡିତ ସଭା କାର୍ଯ୍ୟକାରୀ ସଭାପତି ଆଦିତ୍ୟ ହୃଦୟ ମିଶ୍ର ।