ଗତକାଲି 22 କ୍ୟାରେଟ ସୁନାର ମୂଲ୍ୟ ଲକ୍ଷେ 28 ହଜାର 900 ରହିଥିଲା । ଗୋଟିଏ ଦିନରେ 3 ହଜାରରୁ ଊର୍ଦ୍ଧ୍ବ ଟଙ୍କା ଦର ବଢିଛି ।