ପୀତବାସ ହତ୍ୟା ମାମଲା; 'ପୋଲିସକୁ ବଡ଼ ସଫଳତା, ଗିରଫ ହେବେ ସମସ୍ତ ଅଭିଯୁକ୍ତ'
2025-10-16 8 Dailymotion
ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୋଲିସକୁ ମିଳିଛି ମହତ୍ତ୍ୱପୂର୍ଣ୍ଣ ତଥ୍ୟ । ଅତିଶ୍ରୀଘ୍ର ସମସ୍ତ ଅଭିଯୁକ୍ତ ଗିରଫ ହେବେ ନେଇ କହିଲେ ପୋଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ ।