Surprise Me!

ଓଡ଼ିଆ ଫିଲ୍ମ 'ଲଢ଼େଇ'କୁ ମିଳିଲାନି ସେନ୍ସର ଅନୁମତି; ରିଲିଜରେ ଲାଗିଲା ରୋକ, ଷଡଯନ୍ତ୍ର କହିଲେ ନିର୍ମାତା

2025-10-16 4 Dailymotion

ଓଡ଼ିଆ ଫିଲ୍ମ 'ଲଢ଼େଇ' ନିର୍ମାତା ଓ ଲୋହିତାକ୍ଷଙ୍କୁ ଝଟକା । ଆସନ୍ତାକାଲି ରିଲିଜ ହୋଇଥାନ୍ତା ଫିଲ୍ମ । ହେଲେ ଫିଲ୍ମକୁ ମିଳୁନି ସେନ୍ସର ଅନୁମତି । ଷଡଯନ୍ତ୍ର ଅଭିଯୋଗ ଆଣିଲେ ନିର୍ମାତା ।

Buy Now on CodeCanyon