ଜନ୍ମଦିନରେ ନବୀନଙ୍କ ବାର୍ତ୍ତା; 'ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଓଡି଼ଶା ମା'ର ସେବା କରିବି'
2025-10-16 5 Dailymotion
ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ପଦଯାତ୍ରା କରିବା ସହ SOS ଭିଲେଜରେ ଛୋଟ ପିଲାଙ୍କ ଗହଣରେ କେକ୍ କାଟି ଜନ୍ମଦିନ ପାଳିଲେ ।