ଗୁରୁବାର ସକାଳେ ନିକଟସ୍ଥ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ଦୁଇ ନାବାଳକଙ୍କ ପୋଖରୀରେ ବୁଡି ମୃତ୍ୟୁ ଘଟିଛି । ମୃତ ବାଳକର ବାପା ମା' ବାଙ୍ଗାଲୋରରେ କାମ କରୁଛନ୍ତି ।