ସତର୍କ କରାଇଲା ରେଳ ବିଭାଗ; ଟ୍ରେନ ଯାତ୍ରା ସମୟରେ ବିସ୍ଫୋରକ ଜିନିଷ ନେଲେ ଭୋଗିବେ ଜେଲ୍ ଦଣ୍ଡ
2025-10-17 0 Dailymotion
ଦୀପାବଳିକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳବାଇ ପକ୍ଷରୁ ଯାତ୍ରୀଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ ଟ୍ରେନ୍ରେ ଆତସବାଜି ଓ ଅନ୍ୟାନ୍ୟ ଜ୍ୱଳନଶୀଳ ପଦାର୍ଥ ପରିବହନ କରିବା ବିରୋଧରେ ଅଭିଯାନ ଆରମ୍ଭ ହୋଇଛି।