ଭୁବନେଶ୍ବରର ବିଭିନ୍ନ ମିଠା ଦୋକାନରେ ଚଢାଉ କରି ମିଠାର ଗୁଣବତ୍ତା ଯାଞ୍ଚ କରୁଛି ବିଏମସି । ଆଜି ଦୁଇଟି ଦୋକାନକୁ ୭୫୦୦ ଟଙ୍କା ଫାଇନ କାଟିଛି ।