ସରକାରୀ ଜମିକୁ ନେଇ ଦୁଇ ଗ୍ରାମବାସୀଙ୍କ ମଧ୍ୟରେ ସଂଘର୍ଷ ଘଟଣା; ଗଞ୍ଜାମ ପୋଲିସର କାର୍ଯ୍ୟାନୁଷ୍ଠାନ, ୧୮ ଗିରଫ୍
2025-10-17 1 Dailymotion
ତିନିଟି ପୃଥକ୍ ମାମଲା ରୁଜୁ ହୋଇଥିବା ବେଳେ ଉଭୟ ଗ୍ରାମର ୧୮ ଜଣଙ୍କୁ ପ୍ରାଥମିକ ପର୍ଯ୍ୟାୟରେ ଗିରଫ କରାଯାଇଛି। ଘଟଣାରେ ଉଭୟ ଗ୍ରାମର ପ୍ରାୟ 10ରୁ ଅଧିକ ଆହତ ହୋଇଛନ୍ତି।