ଆଇନଜୀବୀ ପୀତବାସଙ୍କ ହତ୍ୟାକାଣ୍ଡକୁ 12 ଦିନ ପୂରିଛି । ହତ୍ୟାକାଣ୍ଡରେ ସଂପୃକ୍ତ ସମସ୍ତଙ୍କୁ ଦଣ୍ଡିତ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।