ଆଜି ଧନତେରାସରେ କଟକ ସୁନା ଦୋକାନଗୁଡ଼ିକରେ ଗ୍ରାହକଙ୍କ ଭିଡ଼ି ଦେଖିବାକୁ ମିଳିଛି । ସୁନା ଓ ରୁପା ମୂଲ୍ୟ ବୃଦ୍ଧି ସତ୍ତ୍ବେ ସକ୍ଷମ ଅନୁସାରେ ଅଳଙ୍କାର କିଣୁଛନ୍ତି ଲୋକେ।