ଛୋଟ ଠାରୁ ବୟସ୍କ ଲୋକଙ୍କ ମଧ୍ୟରେ ବଢୁଛି ଡାଇବେଟିସ । ଜୀବନଶୈଳୀରେ ପରିବର୍ତ୍ତନ ଯୋଗୁଁ ଡାଇବେଟିସ ହେଉଥିବା କହିଛନ୍ତି ଡାକ୍ତର ।