ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ଜୋରଦାର ପ୍ରଚାର । ନିର୍ବାଚନ ବୈତରଣୀ ପାର ହେବା ପାଇଁ କ'ଣ ରହିଛି ବିଜେଡି ରଣନୀତି ?