ମହିଳା ସଂକ୍ରାନ୍ତିୟ ଅପରାଧ ନିୟନ୍ତ୍ରଣ ପାଇଁ ଫାଷ୍ଟଟ୍ରାକ ମହିଳା କୋର୍ଟ ଆରମ୍ଭ ନେଇ ହାଇକୋର୍ଟଙ୍କ ସହ ଆଲୋଚନା ଚାଲିଥିବା କହିଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ।