ଭୁବନେଶ୍ବର ଓ କଟକରେ ଦୀପାବଳି ପାଇଁ ପୋଲିସ ଓ ଅଗ୍ନିଶମ ବିଭାଗର ଜୋରଦାର ପ୍ରସ୍ତୁତି । ସିଲଭର ସିଟିରେ 64 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ।