ଦୀପାବଳିରେ ବୃଦ୍ଧାଶ୍ରମ ଅନ୍ତେବାସୀ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରି ପ୍ରଶଂସା ସାଉଣ୍ଟିଲେ ସ୍ୱଚ୍ଛାସେବୀ ଅନୁଷ୍ଠାନ 'ସବୁଜ ବାହିନୀ' ।