ନିର୍ବାଚନୀ ସତ୍ୟପାଠରେ ଅପରାଧିକ ମାମଲା ଘାସିରାମ ମାଝୀ ଲୁଚାଇଥିବା ବିଜେପି ଅଭିଯୋଗ କରିଛି । ସେପଟେ ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେଡି ।